ଅମାନିଆଙ୍କୁ ଜଗିବ କମିସନରେଟ୍‌ ପୁଲିସ: ସବୁ ଥାନା ଅଞ୍ଚଳରେ ହେବ ପାଟ୍ରୋଲିଂ

୨୫ ଚେକ୍ ପୋଷ୍ଟ, ୧୦ ପ୍ଲାଟୁନ୍ ଫୋର୍ସ ଭୁବନେଶ୍ବର : କୋଭିଡ୍ ଦ୍ବିତୀୟ ପର୍ଯ୍ୟାୟ ଦ୍ରୁତ ସଂକ୍ରମଣକୁ ରୋକିବା ଲାଗି ଆଜି ଠାରୁ ସାରା ରାଜ୍ୟରେ ଆରମ୍ଭ ହେଉଛି ନାଇଟ୍ କର୍ଫ୍ୟୁ। ରାଜଧାନୀରେ ରାତି ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ ଆରମ୍ଭ ହେବାକୁ ଥିବା ନାଇଟ୍ କର୍ଫ୍ୟୁ ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ଆଜି ଏକ ସମୀକ୍ଷା ବୈଠକରେ ନାଇଟ୍ କର୍ଫ୍ୟୁକୁ … Continue reading ଅମାନିଆଙ୍କୁ ଜଗିବ କମିସନରେଟ୍‌ ପୁଲିସ: ସବୁ ଥାନା ଅଞ୍ଚଳରେ ହେବ ପାଟ୍ରୋଲିଂ